ଭୁବନେଶ୍ୱରରେ ଜମି ଦଲାଲ ସକ୍ରିୟ : ୭ ଜଣ ବାଉନସର ଗିରଫ

ଭୁବନେଶ୍ୱର: ରାଜଧାନୀରେ ଜମି ଦଲାଲ୍‌ ଗ୍ୟାଙ୍ଗ ସକ୍ରିୟ ଅଛନ୍ତି। ଏହି ଗ୍ୟାଙ୍ଗର ୭ ଜଣଙ୍କୁ କମିସନରେଟ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ନକୁଳ ମହାକୁଡ, ଆଶିଷ ଜେନା, ଦୀପକ କୁମାର ଦାସ, ଲକ୍ଷ୍ମୀକାନ୍ତ ଦାସ, ରାଜେଶ କୁମାର ପାତ୍ର, ପ୍ରଦୀପ କୁମାର ବଳିଆର ସିଂହ ଓ ଆଶିଷ କୁମାର ରାୟ। ଅଭିଯୁକ୍ତମାନଙ୍କର ଘର ଭୁବନେଶ୍ୱର ଓ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ। ନୟାପଲ୍ଲୀ ପୁଲିସ କହିଛି ଅଭିଯୁକ୍ତମାନେ … Continue reading ଭୁବନେଶ୍ୱରରେ ଜମି ଦଲାଲ ସକ୍ରିୟ : ୭ ଜଣ ବାଉନସର ଗିରଫ